LTR ଶିକ୍ଷକ ଆଶାୟୀ ସଙ୍ଘ
•୧ ଜୁଲାଇ ୨୦୨୪ ସେହିଦିନ ଠାରୁ ଆରମ୍ଭ ହୋଇଥିବା ୬୦୨୫ LTR ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କିଭଳି ତ୍ଵରାନିତ ହୋଇ ବିଜ୍ଞାପନ ଆସିବ ଆମ୍ଭମାନଙ୍କର ଏକ ଲକ୍ଷ୍ୟ ଥିଲା । ବହୁତ୍ ପରିଶ୍ରମ ପରେ ( ୨,୨ ଥର ଲୋୟର PMG ଠାରେ ଆନ୍ଦୋଳନ, ଅନେକ ଥର ବିଭିନ୍ନ ବିଭାଗ , ବିଭିନ୍ନ ମନ୍ତ୍ରୀ ଓ ନେତା ମାନଙ୍କୁ ଦେଖା କରିବା ଦ୍ୱାରା) ଆମ୍ଭେମାନେ ସଫଳ ହେଇଥିଲୁ ।
• କିନ୍ତୁ ଦୁଃଖର ବିଷୟ ନିଯୁକ୍ତି ଆବେଦନ କରିବାର ଏକ ଦିନ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି LTR ବିଜ୍ଞାପନକୁ ସ୍ଥଗିତ ରଖାଗଲା ।
• ଓଡ଼ିଆ ଭାଷା ଆମର ଗର୍ବ ଓ ଗୌରବ , ଏହା ପାଇଁ ପୋଷ୍ଟ ନୂତନ ଭାବେ ଆସିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ସରକାର ଓଡ଼ିଆ ଅସ୍ମିତା ପାଇଁ ନୂତନ ପୋଷ୍ଟ ବାହାର କରିବା ଆବଶ୍ୟକ।
• LTR post ୬୦୨୫ , ଏହି ପୋଷ୍ଟ ୨୦୨୩ ମସିହାର , ଏଇଥିରୁ କିଛି ବି ପୋଷ୍ଟ ଯେମିତି ନକମିବ ସେ ପ୍ରତି ଏବଂ apply ପାଇଁ କିଭଳି ଜଲଦି notification ଆସିବ ସେଥିପ୍ରତି ଆମମାନଙ୍କର କିଛି ଦାୟିତ୍ଵ ଅଛି
ଦାୟିତ୍ଵ ଗୁଡ଼ିକ
•Twitter (X) app ସମସ୍ତେ installation କରି ଦିନକୁ ୨ ଥର tweet କରନ୍ତୁ ।
• ପ୍ରତିଦିନ ୫ ଜଣ ପିଲା ଭୁନେଶ୍ବରସ୍ଥିତ ଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଦୈନିକ visit ରେ ଯିବେ , ( ଏଥିପାଇଁ ଯେଉଁ ମାନେ ଆଗ୍ରହୀ jagyandutta ଙ୍କୁ contact କରିବେ - 9658138790 )
• November ୧୫ ସୁଦ୍ଧା ଯଦି କିଛି ନୂତନ ନୋଟିସ ଆସିବ ନାହିଁ , ତେବେ ଆମେ ସମସ୍ତେ ପୁନର୍ବାର ଲୋୟର PMG ରେ ଏକାଠି ହେବା
November ୧୮ ରେ ।
• ଆମର ଦାବି ୬୦୨୫ ପୋଷ୍ଟ ର ଖୁବ୍ ଶୀଘ୍ର ଆବେଦନର ତାରିଖ ପ୍ରକାଶ କରାଯାଉ ।
• ଏହି ମେସେଜକୁ ସମସ୍ତେ share କରନ୍ତୁ ଏବଂ ନିଯୁକ୍ତି ପ୍ରକ୍ରିୟା କିଭଳି ତ୍ଵରାନିତ ହେବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ ।
ଧନ୍ୟବାଦ 🙏🙏🙏🙏